ଆଜିର ବାକ୍ୟ · 2026-10-18
ଗୀତସଂହିତା 25:5
ପରମେଶ୍ୱରଙ୍କ ପାଇଁ ଅପେକ୍ଷା
ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ; କାରଣ ତୁମ୍ଭେ ମୋʼ ପରିତ୍ରାଣର ପରମେଶ୍ୱର ଅଟ; ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0
Guide me in your truth, and teach me, for you are the God of my salvation. I wait for you all day long.