ଆଜିର ବାକ୍ୟ · 2026-11-08
ଯାତ୍ରା ପୁସ୍ତକ 34:21
ବିଶ୍ରାମ
ତୁମ୍ଭେ ଛଅ ଦିନ କର୍ମ କରିବ, ମାତ୍ର ସପ୍ତମ ଦିନରେ ବିଶ୍ରାମ କରିବ; କୃଷି ଓ ଶସ୍ୟଚ୍ଛେଦନ ସମୟରେ ମଧ୍ୟ ବିଶ୍ରାମ କରିବ।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0
“Six days you shall work, but on the seventh day you shall rest: in plowing time and in harvest you shall rest.