ଆଜିର ବାକ୍ୟ · 2026-10-29
ଗୀତସଂହିତା 84:7
ପରମେଶ୍ୱରଙ୍କ ଅନୁଗ୍ରହ
ସେମାନେ ଉତ୍ତରୋତ୍ତର ବଳବାନ ହୋଇ ଅଗ୍ରସର ହୁଅନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ସିୟୋନରେ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହୁଅନ୍ତି।
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0
They go from strength to strength. Every one of them appears before God in Zion.