ଆଜିର ବାକ୍ୟ · 2026-10-05
ଆଦି ପୁସ୍ତକ 41:16
ଜ୍ଞାନ
ତହିଁରେ ଯୋଷେଫ କହିଲେ, “ତାହା ମୋହର ଆୟତ୍ତ ନୁହେଁ, ମାତ୍ର ପରମେଶ୍ୱର ଫାରୋଙ୍କୁ ମାଙ୍ଗଳିକ ଉତ୍ତର ଦେବେ।”
Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0
Joseph answered Pharaoh, saying, “It isn’t in me. God will give Pharaoh an answer of peace.”