ଆଜିର ବାକ୍ୟ · 2026-10-03

ଯିହୋଶୂୟ 1:9

ପ୍ରତିଜ୍ଞା

ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।”

Indian Revised Version (Odia) — © 2017, 2019, 2021 Bridge Connectivity Solutions — CC BY-SA 4.0

Haven’t I commanded you? Be strong and courageous. Don’t be afraid. Don’t be dismayed, for Yahweh your God is with you wherever you go.”

Joshua 1:9 · World English Bible